ଟୋଟାନାରେ-ଯେମିତି-ହେଉ-ଆମ-ପେଟ-ପୂରିବା-ଦରକାର

Banaskantha, Gujarat

Dec 09, 2022

ଟୋଟାନାରେ : ‘ଯେମିତି ହେଉ ଆମ ପେଟ ପୂରିବା ଦରକାର’

ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଅନେକ ଚାଷୀଙ୍କ ଭଳି ଭାନୁବେନ ଭରୱାଡ଼ ୨୦୧୭ ବନ୍ୟାରେ ନିଜର ଜମି ହରାଇଥିଲେ। ବାରମ୍ବାର ଦେଖା ଦେଉଥିବା ଏହି ଜଳବାୟୁ ଜନିତ ବିପତ୍ତି ତାଙ୍କ ଭଳି ଅନେକ ପରିବାରକୁ ଖାଦ୍ୟ ସୁରକ୍ଷା ଓ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ କରିଛି

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Editor

Vinutha Mallya

ବିନୁତା ମାଲ୍ୟା ଜଣେ ସାମ୍ବାଦିକା ଓ ସମ୍ପାଦିକା। ପୂର୍ବରୁ ସେ ପିପୁଲ୍ସ ଆର୍କାଇଭ୍‌ ଅଫ ରୁରଲ ଇଣ୍ଡିଆର ସମ୍ପାଦକୀୟ ମୁଖ୍ୟ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।