୨୫୦୦୦-ଟଙ୍କାରୁ-କମ୍-ପ୍ରତ୍ୟକ୍ଷ-ଚାଷୀ-ଋଣ-୨୩-ରୁ-୪୩-କୁ-ଖସି-ଆସିଛି

Mumbai, Maharashtra

Feb 11, 2021

୨୫୦୦୦ ଟଙ୍କାରୁ କମ୍ ପ୍ରତ୍ୟକ୍ଷ ଚାଷୀ ଋଣ ୨୩% ରୁ ୪.୩% କୁ ଖସି ଆସିଛି

ଦେଶବ୍ୟାପୀ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯୋଗାଣ ବ୍ୟାପକ ପରିମାଣରେ ହ୍ରାସ ପାଇଛି। ଅନ୍ୟପଟେ ୧ କୋଟି ଏବଂ ତତୋଧିକ ପରିମାଣର ଋଣ କୃଷି ଋଣ କ୍ଷେତ୍ରର ‘ପୁନରୁଦ୍ଧାର’ର କାରଣ ହୋଇଛି

Want to republish this article? Please write to [email protected] with a cc to [email protected]

Author

Priyanka Kakodkar

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।