ସେହିଠାରେ-ହିଁ-ବାଘ-ଓ-ଚିତାବାଘ-ଆକ୍ରମଣ-କରନ୍ତି

Chamarajanagar, Karnataka

Aug 05, 2019

‘ସେହିଠାରେ ହିଁ ବାଘ ଓ ଚିତାବାଘ ଆକ୍ରମଣ କରନ୍ତି’

ଇନ୍ଦ୍ର କୁମାର, ବାନ୍ଦିପୁର ଜାତୀୟ ଉଦ୍ୟାନ ନିକଟ ମଙ୍ଗଳା ଗାଁରେ ରହନ୍ତି । PARI ଉପରେ ଛଅଟି ଚିତ୍ର ନିବନ୍ଧ ବିଶିଷ୍ଟ ଶୃଙ୍ଖଳର ପଞ୍ଚମଟିରେ ସେ ଗୃହପାଳିତ ପଶୁଚରାଳି, ଚିତାବାଘ ଆକ୍ରମଣ, ଲୋକନୃତ୍ୟ କଳାକାର ଏବଂ ଫସଲ ଅମଳ ରେକର୍ଡ କରିଛନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

M. Indra Kumar

ଏମ୍‌. ଇନ୍ଦ୍ରକୁମାର କର୍ଣ୍ଣାଟକର ବାନ୍ଦିପୁର ଜାତୀୟ ଉଦ୍ୟାନ ନିକଟ ମଙ୍ଗଳା ଗାଁରେ ରହନ୍ତି । ସେ ସ୍ଥାନୀୟ ଏକ ବନ୍ୟଜୀବ ସ୍ମାରକୀ ବିକ୍ରି କେନ୍ଦ୍ରରେ ପରିଚାଳକ ରୂପେ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।