ଜୟାମ୍ମା-ଯେତେବେଳେ-ଚିତାବାଘକୁ-ଦେଖିଲେ

Chamarajanagar, Karnataka

Jul 30, 2019

ଜୟାମ୍ମା ଯେତେବେଳେ ଚିତାବାଘକୁ ଦେଖିଲେ

କର୍ଣ୍ଣାଟକର ଅନଞ୍ଜିହୁଣ୍ଡି ଗାଁର ଜଣେ ଆଦିବାସୀ ଜୟାମ୍ମା ବେଲିଆ, ଗୋଟିଏ ଜଙ୍ଗଲରେ ତାଙ୍କ ଜୀବନକୁ କ୍ୟାମେରାରେ ତଥ୍ୟଭୁକ୍ତ କରନ୍ତି । ୮ମାର୍ଚ୍ଚ, ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ PARIର ଏକ ବିଶେଷ ଚିତ୍ରନିବନ୍ଧ ।

Want to republish this article? Please write to [email protected] with a cc to [email protected]

Author

Jayamma Belliah

Jayamma Belliah is a Jenu Kuruba Adivasi who lives in Ananjihundi village on the fringes of Bandipur National Park, one of India’s premier tiger reserves. She earns a living as a domestic worker.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।