କୀଝବେନ୍‌ମଣି-ଧୂଳି-ଓ-ପାଉଁଶ-ପାଲଟିଲା-ମାଟିଘର

Nagapattinam, Tamil Nadu

Jun 03, 2021

କୀଝବେନ୍‌ମଣି: ଧୂଳି ଓ ପାଉଁଶ ପାଲଟିଲା ମାଟିଘର

୧୯୬୮ ମସିହା ଡିସେମ୍ବର ୨୫ ତାରିଖ ଦିନ, ତାମିଲନାଡୁର ଏହି ବସ୍ତିରେ ଜମିଦାରମାନେ ୪୪ ଜଣ ଦଳିତ ଶ୍ରମିକଙ୍କୁ ହତ୍ୟା କରିଥିଲେ। ସେହି ଦୁଃଖଦ ଘଟଣାର ନିଷ୍ଠୁର ଅଧ୍ୟାୟକୁ ନିଜ ଲେଖନୀରେ ତୋଳି ଧରିଥିବା ଅନ୍ୟତମ ମହାନ ସ୍ରଷ୍ଟା ମୈଥିଲି ଶିବରାମନ୍‌ଙ୍କ ବିୟୋଗ ସପ୍ତାହରେ ପ୍ରସ୍ତୁତ ଏକ କବିତା।

Poem and Text

Sayani Rakshit

Translator

OdishaLIVE

Painting

Labani Jangi

Want to republish this article? Please write to [email protected] with a cc to [email protected]

Poem and Text

Sayani Rakshit

ସାୟାନି ରକ୍ଷିତ, ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ଵବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଅଧ୍ୟୟନରତ ।

Painting

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।