ଟ୍ରାକ୍ଟର-ଚଳାଉଥିବା-ସମୟରେ-ମୁଁ-ଉଡ଼ିବା-ଭଳି-ଅନୁଭବ-କରିଥାଏ

Sonipat, Haryana

Mar 13, 2021

‘ଟ୍ରାକ୍ଟର ଚଳାଉଥିବା ସମୟରେ ମୁଁ ଉଡ଼ିବା ଭଳି ଅନୁଭବ କରିଥାଏ’

ସରବଜିତ କୌର ଟ୍ରାକ୍ଟର ଚଳାଇ ପଞ୍ଜାବର ନିଜ ଗ୍ରାମରୁ ୪୦୦ କିଲୋମିଟରରୁ ଅଧିକ ଦୂର ଅତିକ୍ରମ କରି କୃଷକମାନଙ୍କର ଆନ୍ଦୋଳନସ୍ଥଳୀ, ସିଂଘୁ ନିକଟରେ ପହଞ୍ଚିଛନ୍ତି ଏବଂ ଏବେ ଜାନୁଆରୀ ୨୬ ତାରିଖ ଟ୍ରାକ୍ଟର ରାଲିରେ ଅଂଶଗ୍ରହଣ କରିବା ଲାଗି ପ୍ରସ୍ତୁତ ଅଛନ୍ତି।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Snigdha Sony

ସ୍ନିଗ୍ଧା ସୋନି ପରୀ ଶିକ୍ଷାରେ ଜଣେ ପ୍ରଶିକ୍ଷାର୍ଥୀ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତାରେ ସ୍ନାତକ ଅଧ୍ୟୟନ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।