ସେ ଦେଖିବାକୁ ଖୁବ୍‌ ବଳିଷ୍ଠ, ତାଙ୍କ ଦେହରେ କେଉଁଠି ମଧ୍ୟ ଟିକିଏ ଚର୍ବି ଓହଳିନି । ତେବେ ଯଦିଓ ତାଙ୍କ ବୟସ ପ୍ରାୟ ୬୦ପାଖାପାଖି ହେବ, ତଥାପି ସେ ଓଡିଶାର ରାୟଗଡ଼ାରେ ସ୍ୱଳ୍ପ ଅର୍ଜନ କରିବାପାଇଁ ଜମିରେ କଠିନ ପରିଶ୍ରମ କରୁଛନ୍ତି । ଏହା ହେଉଛି ୨୦୦୧ର କଥା ଓ ସେତେବେଳକୁ ଜାତୀୟ ନିଶ୍ଚିତ କର୍ମ ଯୋଗାଣ ଯୋଜନା ତଥାପି ଆରମ୍ଭ ହୋଇନଥିଲା । ସେ ଯେଉଁ ଭଙ୍ଗି ଓ ଲୟ ସହିତ କାମ କରୁଥିଲେ ତାହା ଅତ୍ୟନ୍ତ ଦୃଷ୍ଟି ଆକର୍ଷକ ଥିଲା । ଆମର ଯାତ୍ରୀଦଳ ସେମାନଙ୍କୁ ସେ ଓ ଅନ୍ୟ ଶ୍ରମିକମାନେ ଖାଦ୍ୟ ପାଇଁ କାମ ଯୋଜନା ଅନ୍ତର୍ଗତ ଏକ ସ୍ଥାନରେ କାମ କରୁଥିବା ଦେଖି ଅଟକି ଯାଇଥିଲେ, ଯେଉଁସ୍ଥାନକୁ ସେମାନେ ବୃକ୍ଷରୋପଣ କରିବା ପାଇଁ ପ୍ରସ୍ତୁତ କରୁଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ಪಿ. ಸಾಯಿನಾಥ್ ಅವರು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದ ಸ್ಥಾಪಕ ಸಂಪಾದಕರು. ದಶಕಗಳಿಂದ ಗ್ರಾಮೀಣ ವರದಿಗಾರರಾಗಿರುವ ಅವರು 'ಎವೆರಿಬಡಿ ಲವ್ಸ್ ಎ ಗುಡ್ ಡ್ರಾಟ್' ಮತ್ತು 'ದಿ ಲಾಸ್ಟ್ ಹೀರೋಸ್: ಫೂಟ್ ಸೋಲ್ಜರ್ಸ್ ಆಫ್ ಇಂಡಿಯನ್ ಫ್ರೀಡಂ' ಎನ್ನುವ ಕೃತಿಗಳನ್ನು ರಚಿಸಿದ್ದಾರೆ.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE