vajesinh-pargi-a-life-in-letters-and-worse-or

Dahod, Gujarat

Oct 13, 2023

ବଜେସିଂହ ପାର୍ଗି: ଯନ୍ତ୍ରଣାରେ ଭରା ଜୀବନ, ରଚନାରେ ତୀବ୍ର ପ୍ରତିଫଳନ

୨୦୨୩ ସେପ୍ଟେମ୍ବର୨୩ ତାରିଖ ଦିନ ଗୁଜରାଟର ଜଣେ ଆଦିବାସୀ କବି ବଜେସିଂହ ପାର୍ଗିଙ୍କର ମୃତ୍ୟୁ ଘଟିଲା। ପ୍ରାନ୍ତୀୟ କାବ୍ୟଧାରାରୁ ଗୁଜରାଟୀ ସାହିତ୍ୟର ମୁଖ୍ୟଧାରାକୁ ନିର୍ବାସିତ ଏହି କବି ଲେଖିଛନ୍ତି ଆଶା, ଦୁଃଖକଷ୍ଟ ଏବଂ କ୍ଷୁଧା ସଂପର୍କିତ ଅନେକ ସଶକ୍ତ କବିତା। ପଞ୍ଚମାହାଲି ଭିଲି ଏବଂ ଗୁଜରାଟୀ ଭାଷାର ଏହି ଅନୁପମ କବିଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି

Translator

OdishaLIVE

Photos and Video

Umesh Solanki

Want to republish this article? Please write to [email protected] with a cc to [email protected]

Author

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Photos and Video

Umesh Solanki

ଉମେଶ ସୋଲାଙ୍କି ଅହମ୍ମଦାବାଦର ଜଣେ ଫଟୋଗ୍ରାଫର, ରିପୋର୍ଟର, ବୃତ୍ତଚିତ୍ର ନିର୍ମାତା ଔପନ୍ୟାସିକ ଓ କବି । ତାଙ୍କର ତିନିଟି କବିତା ସଂକଳନ, ଗୋଟିଏ କାବ୍ୟ ଉପନ୍ୟାସ, ଗୋଟିଏ ଉପନ୍ୟାସ ଓ କେତେକ ବାସ୍ତବତାଭିତ୍ତିକ ସୃଜନଶୀଳ ସାହିତ୍ୟ କୃତୀ ସଂଗ୍ରହ ପ୍ରକାଶ ପାଇଛି ।

Editor

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।