ଘରର ଶତ୍ରୁ
, and • Kachchh, Gujarat

ଘରର ଶତ୍ରୁ

ବାହାଘର ପରେ କିମ୍ବା ଏହି କାରଣରୁ ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା କଚ୍ଛର ଏକ ଛୋଟ ଝିଅ ବିଷୟରେ ଦୁଃଖଭରା ଗୀତ

ଜୁନ ୨୧, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା

କଚ୍ଛ: ଭକ୍ତି ଓ ଭ୍ରାତୃତ୍ଵର ମିନାର

ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଗୋଟିଏ ଅଞ୍ଚଳର ଲୋକଗୀତ ମାଧ୍ୟମରେ ସଙ୍ଗୀତ, ସ୍ଥାପତ୍ୟ ଓ ସଂସ୍କୃତିର ଏକ ସୁସଂହତ ପରମ୍ପରା ସଂରକ୍ଷଣ କରାଯାଇଛି। ଏହି ଭକ୍ତି ଗୀତଟି ମରୁଭୂମିର ସ୍ଵତନ୍ତ୍ରତାକୁ ଅନୁରଣିତ କରେ

ମେ ୨୫, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା

ଏଇ ଅଗଣା, ଆମ ଘର, ଆଉ ମୋ ଗାଁ

ବାହାଘର ପରେ ଘର ଛାଡ଼ି ଯାଉଥିବା ଝିଅଟିଏର ଅନ୍ତର୍ବେଦନାକୁ ଶୁଣନ୍ତୁ ଏହି ‘କଚ୍ଛି’ ଗୀତରେ

ମେ ୧୪, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା

ନାରୀମାନେ ଯେଉଁଠି ଗାଆନ୍ତି ସ୍ୱାଧୀନତାର ଗୀତ

ସମାନ ସମ୍ପତ୍ତି ଅଧିକାର ଦାବିରେ କଚ୍ଛ ଗ୍ରାମାଞ୍ଚଳର ନାରୀମାନେ ଗାଉଥିବା ଏହି ଲୋକଗୀତଟି ସେମାନଙ୍କ ପ୍ରତିବାଦର ନୂତନ ସ୍ଵରକୁ ପ୍ରତିପାଦନ କରେ

ଏପ୍ରିଲ ୮, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା

କଚ୍ଛରେ : ଏକ ହ୍ରଦ ଓ ଏକ ପ୍ରେମ କାହାଣୀ

ଭୁଜର ପୃଷ୍ଠଭୂମି ଉପରେ ଆଧାରିତ କଚ୍ଛର ଏହି ଲୋକଗୀତରେ ପ୍ରେମ ଓ ବିରହର ସ୍ୱର ଶୁଭିଥାଏ। ପରୀରେ ଉପଲବ୍ଧ କଚ୍ଛ ଲୋକଗୀତ ଶୃଙ୍ଖଳାର ଏହା ଦ୍ୱିତୀୟ ଅଧ୍ୟାୟ

ଫେବୃଆରୀ ୨୫, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା

କଚ୍ଛର ମିଠା ପାଣି: ରଣର ଗୀତ

ଗୁଜୁରାଟର ଏହି ଉତ୍ତର-ପଶ୍ଚିମ ଅଞ୍ଚଳର ଏହି ଗୀତ କଚ୍ଛର ମଣିଷ ଏବଂ ସଂସ୍କୃତି ଉତ୍ସବ ମନେଇଥାଏ

ଫେବୃଆରୀ ୬, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE