ଲକ୍‌ଡାଉନ୍‌-ସମୟର-କୁମାରଟୁଲିରେ-ଅପେକ୍ଷାରତ-ମୂର୍ତ୍ତି-ରାଜି

Kolkata, West Bengal

Aug 20, 2020

ଲକ୍‌ଡାଉନ୍‌ ସମୟର କୁମାରଟୁଲିରେ ଅପେକ୍ଷାରତ ମୂର୍ତ୍ତି ରାଜି

କୋଲକାତାର ମୂର୍ତ୍ତିକାରମାନଙ୍କ ଐତିହାସିକ ବସତି କୁମାରଟୁଲିରେ କାରବାର ଥମି ଯାଇଛି, ମାଆ ଦୁର୍ଗାଙ୍କ ମୂର୍ତ୍ତି ଓ ଅନ୍ୟ ପ୍ରତିମାର ଚାହିଦା ନାହିଁ କହିଲେ ଚଳେ । ମୂର୍ତ୍ତି କାରିଗର, ବିକ୍ରେତା ଏବଂ ଶ୍ରମିକମାନଙ୍କ ଆଗରେ ଉଭା ହୋଇଛି ପ୍ରଭୂତ କ୍ଷତି ସମ୍ଭାବନା ବିଜଡ଼ିତ ଏକ ବ୍ୟାବସାୟିକଋତୁ

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।