ମରାଠାୱାଡାରେ-ଦୁର୍ଦ୍ଦିନ-ଓ-ଦୁଶ୍ଚିନ୍ତାରେ-କୃଷକ

Osmanabad, Maharashtra

Oct 09, 2021

ମରାଠାୱାଡାରେ: ଦୁର୍ଦ୍ଦିନ ଓ ଦୁଶ୍ଚିନ୍ତାରେ କୃଷକ

ଡୁବି ଯାଉଥିବା ଅର୍ଥନୀତିରେ କୋଭିଡ ୧୯, ଅଦିନିଆ ବର୍ଷା ଏବଂ ଫସଲ କ୍ଷତି ମରାଠାୱାଡାର କୃଷକମାନଙ୍କୁ ଋଣ ଜନ୍ତା ମଧ୍ୟକୁ ଠେଲି ଦେଇଛି। ଉତ୍କଣ୍ଠା ଏବଂ ନୈରାଶ୍ୟ ଦ୍ୱାରା ପ୍ରଭାବିତ ହୋଇ ଅନେକେ ଆତ୍ମହତ୍ୟା କରିଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।