ବଙ୍ଗଲାମେଡ଼ୁର-ଇରୁଲାମାନଙ୍କ-ପାଇଁ-ବ୍ୟାଙ୍କ-ସେବା-ଏକ-ସଂଘର୍ଷ

Thiruvallur, Tamil Nadu

Jun 22, 2021

ବଙ୍ଗଲାମେଡ଼ୁର ଇରୁଲାମାନଙ୍କ ପାଇଁ, ବ୍ୟାଙ୍କ ସେବା ଏକ ସଂଘର୍ଷ

ଗରିବମାନଙ୍କ ପାଇଁ ବ୍ୟାଙ୍କ ସେବାକୁ ସହଜ କରିବା ଲାଗି ଟେକ୍ନୋଲୋଜି ଓ ଜିରୋ ବାଲାନ୍ସ ଆକାଉଣ୍ଟ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବଙ୍ଗଲାମେଡ଼ୁର ଇରୁଲାଙ୍କ ପାଇଁ ଏହା ଆହୁରି ଜଟିଳ, ରହସ୍ୟମୟ ଓ ନିରାଶାଜନକ ହୋଇଯାଇଛି

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

Smitha Tumuluru

ସ୍ମିତା ଟୁମୁଲୁରୁ ବେଙ୍ଗାଲୁରରେ ରହୁଥିବା ଜଣେ ପ୍ରାମାଣିକ ଫଟୋଗ୍ରାଫର। ସେ ଗ୍ରାମୀଣ ଜୀବନକୁ ନେଇ ରିପୋର୍ଟିଂ ଓ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି ଯାହା ତାମିଲନାଡ଼ୁରେ ତାଙ୍କର ବିକାଶମୂଳକ ପ୍ରକଳ୍ପ ଉପରେ କାମରୁ ସୂଚନା ମିଳିଥାଏ।