ଫସଲ-ଭଲ-ହେଲେ-ମୋର-ସମସ୍ୟା-ଆରମ୍ଭ-ହୋଇଯାଏ

Muzaffarpur, Bihar

Mar 25, 2021

‘ଫସଲ ଭଲ ହେଲେ ମୋର ସମସ୍ୟା ଆରମ୍ଭ ହୋଇଯାଏ’

ବିହାରରେ ରାଜୀବ କୁମାର ଓଝାଙ୍କ ଭଳି କୃଷକମାନଙ୍କୁ ଫସଲ ମୂଲ୍ୟରେ ଅଧିକ ଅସ୍ଥିରତାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ରାଜ୍ୟରେ ଏପିଏମସିର ଅଭାବ ଏହାକୁ ଆହୁରି ମଧ୍ୟ ଖରାପ କରି ଦେଇଛି। ସେମାନଙ୍କର ସ୍ଥିତିରୁ ଜଣାପଡ଼ିଥାଏ ଯେ ଆଗାମୀ ଦିନରେ ଯେତେବେଳେ ସାରା ଭାରତରେ ନୂତନ କୃଷି ଆଇନ ଲାଗୁ କରି ଦିଆଯିବ ସେତେବଳେ କ’ଣ ହେବ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।