ଜାନୁଆରୀ-୨୬ରେ-ସାଧାରଣତନ୍ତ୍ରର-ପୁନର୍ବିଜୟ

New Delhi, Delhi

Jan 26, 2022

ଜାନୁଆରୀ ୨୬ରେ, ସାଧାରଣତନ୍ତ୍ରର ପୁନର୍ବିଜୟ

ସମ୍ବିଧାନ ତଥା ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ୨୦୨୧ ର ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ସମାବେଶ ଏକ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଥିଲା। କୃଷି ଆଇନଗୁଡ଼ିକ ରଦ୍ଦ କରିବା ପାଇଁ ସେମାନଙ୍କର ଦୀର୍ଘ ସଂଗ୍ରାମକୁ ଏହି ଚଳଚ୍ଚିତ୍ର ସମ୍ମାନିତ କରେ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aditya Kapoor

ସମ୍ପାଦନା ତଥା ପ୍ରାମାଣିକ ବା ତଥ୍ୟ ସମ୍ବଳିତ କାର୍ଯ୍ୟ ପ୍ରତି ରୁଚି ରଖୁଥିବା ଆଦିତ୍ୟ କପୁର ଦିଲ୍ଲୀର ଜଣେ ଭିଜୁଆଲ୍‌ ପ୍ରାକ୍ଟିସନର୍। ତାଙ୍କର ପେଶାରେ ଗତିଶୀଳ ଚିତ୍ର ଏବଂ ସ୍ଥିର ଚିତ୍ର ଅନ୍ତର୍ଭୁକ୍ତ। ସିନେମାଟୋଗ୍ରାଫି ସହିତ ସେ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ବିଜ୍ଞାପନ ଚଳଚ୍ଚିତ୍ରର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।