ଚିତ୍ତୁରର-ଟମାଟୋ-ଚାଷୀଙ୍କ-ସଂଘର୍ଷର-କାହାଣୀ

Chittoor, Andhra Pradesh

Nov 30, 2021

ଚିତ୍ତୁରର ଟମାଟୋ ଚାଷୀଙ୍କ ସଂଘର୍ଷର କାହାଣୀ

ମରୁଡ଼ି, ଅସ୍ଥିର ଦର ଏବଂ ଅତ୍ୟଧିକ ବର୍ଷା ଆନ୍ଧ୍ରର ରାୟଲସୀମା କ୍ଷେତ୍ରର ଟମାଟୋ ଚାଷୀଙ୍କୁ ଗଭୀର କ୍ଷତି ପହଞ୍ଚାଇଛି। ଅମରନାଥ ରେଡ୍ଡୀ ଓ ଚିନ୍ନା ରେଡ୍ଡାପ୍ପାଙ୍କ ଭଳି ଚାଷୀଙ୍କ ପାଇଁ ମହାମାରୀ ଆହୁରି ଗମ୍ଭୀର ସଙ୍କଟ ଆଣିଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

G. Ram Mohan

ଜି. ରାମ ମୋହନ ହେଉଛନ୍ତି ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଥିବା ଜଣେ ମୁକ୍ତ ବୃତ୍ତି ସାମ୍ବାଦିକ । ସେ ଶିକ୍ଷା କୃଷି ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।