‘କିନ୍ତୁ ମୋ ପାଖରେ ଏକ ଷ୍ଟେରିଓ ଅଛି, ସାର୍’
ଅନେକ ଗ୍ରାମାଞ୍ଚଳ ଲରୀ ଡ୍ରାଇଭର, ଯେପରି କୋରାପୁଟରେ ଏହି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଭଳି ମାଲିକଙ୍କ ଅଜ୍ଞାତସାରରେ ଅନେକ ସଂସ୍ଥା ପାଇଁ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି



ଅନେକ ଗ୍ରାମାଞ୍ଚଳ ଲରୀ ଡ୍ରାଇଭର, ଯେପରି କୋରାପୁଟରେ ଏହି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଭଳି ମାଲିକଙ୍କ ଅଜ୍ଞାତସାରରେ ଅନେକ ସଂସ୍ଥା ପାଇଁ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି
ଆନ୍ଧ୍ରପ୍ରଦେଶର ଏହି ସହରରେ ରେକ୍ଜିନ୍ ମୋଟରସାଇକେଲ୍ ସାଡଲବ୍ୟାଗ୍ ବିକ୍ରୟ ହେଉଛି ନିର୍ବାଚନ ଫଳାଫଳର ଏକ ଉତ୍ତମ ପୂର୍ବାନୁମାନ ବୋଲି ବିବେଚନା କରାଯାଇପାରେ
ବିମଳେଶ ଜୟସ୍ୱାଲ, ଯିଏ କିଛି ବର୍ଷ ତଳେ ହୋଇଥିବା ଏକ ଦୂର୍ଘଟଣାରେ ନିଜର ଏକ ଗୋଡ ହରାଇଥିଲେ, ସେ ତାଲାବନ୍ଦ ସମୟରେ ମହାରାଷ୍ଟ୍ରର ପାନ୍ଭେଲ୍ ଠାରୁ ଏମ୍ପିର ରେୱା ପର୍ଯ୍ୟନ୍ତ, ଏକ ଗିଅର୍ଲେସ୍ ସ୍କୁଟର୍ରେ ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଝିଅ ସହିତ ଦୀର୍ଘ ୧,୨୦୦ କିଲୋମିଟର ଯାତ୍ରା କରିଛନ୍ତି ।
ଭାରତୀୟ ଗ୍ରାମ୍ୟ ରାସ୍ତାରେ ଯିବାବେଳେ ଅନେକ ସମୟରେ ଆପଣମାନେ ବିଚିତ୍ର ଦୃଶ୍ୟ ସବୁ ଲକ୍ଷ୍ୟ କରିଥାନ୍ତି ।
ଦେବତାଙ୍କ ଆଗରେ ନାଚିବା ଲାଗି ଛତିଶଗଡ଼ର ଦେଓଭୋଗକୁ ଯାତ୍ରା
ନିକଟରେ ମହାରାଷ୍ଟ୍ରର ସାଙ୍ଗଲିଠାରେ ଗଣପତି ବାଲ୍ ଯାଦବଙ୍କ ସହ ଭେଟ
ଗ୍ରାମୀଣ ଓଡ଼ିଶାର ଚାଷୀ, ଶ୍ରମିକ ଏବଂ ମେଷପାଳକମାନେ କାମ କରିବା ବେଳେ ସୂକ୍ଷ୍ମଭାବେ ବୁଣା ‘ବର୍ଷା ଟୋପି’ ପିନ୍ଧନ୍ତି । ଏହାକୁ ଆଦିବାସୀମାନେ ତିଆରି କରନ୍ତି ଏବଂ ଫେରିବାଲାମାନେ ସାଇକେଲରେ ଲଦିଦୂର ସ୍ଥାନକୁ ନେଇ ବିକିଥାଆନ୍ତି
ଆମ୍ବୁଲାନ୍ସ୍ ଦାଦା ଭାବରେ ଲୋକପ୍ରିୟ ପଶ୍ଚିମବଙ୍ଗର ଜଳପାଇଗୁଡି ଜିଲ୍ଲାର ଏକ ଚା ବଗିଚା ଶ୍ରମିକ ଯିଏକି ଗ୍ରାମବାସୀମାନଙ୍କ ପାଇଁ ମାଗଣାରେ ଏକ ଅସାଧାରଣ ଆମ୍ବୁଲାନ୍ସ୍ ଚଲାନ୍ତି। ନିକଟରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ନାନିତ କରାଗଲା।
ଶ୍ରୀଲାଲ ସାହାଣି ଦିନରେ ଜଣେ ମାଛ-ବିକାଳୀ ଓ ରାତିରେ ଜଣେ ଅସାଧାରଣ ସଙ୍ଗୀତକାର ଅଟନ୍ତି - ପଶ୍ଚିମବଙ୍ଗର ଶାନ୍ତିନିକେତନରେ, ସେ ହାତ ଛାଡି ସାଇକେଲ ଚଲାଉଥିବା ସମୟରେ ପଛପଟେ ଢୋଲ ଓ ଗିନି ବଜାଉଥାନ୍ତି
ଓଡ଼ିଶାର ସାନମହେଶ୍ୱର ଗାଁରେ ରହୁଥିବା ପରିବାରଗୁଡ଼ିକୁ କଲ୍ୟାଣକାରୀ ପଦକ୍ଷେପ ଯୋଗୁ କିଛିଟା ନିରାପତ୍ତା ମିଳିଛି। କିନ୍ତୁ ପ୍ରସନ୍ନ ଶବର ଏବଂ ତାଙ୍କ ପରି ଅନେକଙ୍କୁ ସହରକୁ ଦେଶାନ୍ତର ହୋଇଯିବାରୁ ଅଟକାଇବା ଲାଗି ଏହାର କିଛି ଭୂମିକା ନାହିଁ ।
ତାମିଲନାଡ଼ୁ ଶିବଗଙ୍ଗାଇ ଜିଲ୍ଲାର ଜଣେ ଏକାକିନୀ ମା’, ଚାଷୀ ଓ ଖୁଚୁରା ବ୍ୟବସାୟୀ ଚନ୍ଦ୍ର ସୁବ୍ରମଣ୍ୟନ
ତାମିଲନାଡୁର ପୁଡୁକୋଟ୍ଟାଇ ଜିଲ୍ଲାରେ ମହିଳାମାନଙ୍କ ସାଇକେଲ ଚାଳନା ଅଭିଯାନ ହେଉଛି ସ୍ୱାଧୀନତାର ଏକ ଶକ୍ତିଶାଳୀ ଶବ୍ଦରୂପ
କୋଇଲାବାଲାମାନେ ସେମାନଙ୍କ ପରିବର୍ତ୍ତିତ ହୋଇଥିବା ବାଇସାଇକେଲରେ ଖଣି ଆବର୍ଜନାରୁ କୁଇଣ୍ଟାଲ କୁଇଣ୍ଟାଲ ଅଦରକାରୀ କୋଇଲା ଗୋଡ଼ାକୁ ନିଅନ୍ତି। ତିନିଦିନର ଏହି କଷ୍ଟକର ଯାତ୍ରା ପାଇଁ ସେମାନେ ବିହାରରେ ଶାରୀରିକ ଶ୍ରମ ପାଇଁ ସର୍ବନିମ୍ନ ମଜୁରୀର ଏକ ତୃତୀୟାଂଶ ଆୟ କରନ୍ତି
ରତନ ବିଶ୍ୱାସ ପ୍ରାୟ ୨୦୦ କେଜି ଓଜନର ୫ଟି ବାଉଁଶକୁ ନିଜ ସାଇକେଲରେ ଲଦି ୧୭ କିଲୋମିଟର ଟାଣି ଟାଣି ନେଉଥିଲେ ।
ଏହି ଚକଡା ମୋଟରସାଇକେଲର ଗୋଟିଏ ଅଂଶ, ଗାଡିର ଅଂଶ - ତାଳିପକା ଉତ୍ପନ୍ନ ଦ୍ରବ୍ୟ ଯାହାକି ଗ୍ରାମୀଣ ସୌରାଷ୍ଟ୍ରରେ ଅପରିହାର୍ଯ୍ୟ
ଆଲବମ: ଶକ୍ତି ପୁନଃଚକ୍ରଣ ପାଇଁ ସାଇକେଲ ଓ ଅନେକ ଶକ୍ତିର ଆବଶ୍ୟକ ହୁଏ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଗ୍ରାମୀଣ-ଭାରତରୁ-ଦୁଇ-ଚକିଆ-ଉପରେ-କାହାଣୀ