ପାରମ୍ପରିକ-ନୃତ୍ୟ-ସଂଗୀତରୁ-ଆନ୍ଦୋଳନସ୍ଥଳରେ-ଉତ୍ସାହ

South Mumbai, Maharashtra

Mar 25, 2021

ପାରମ୍ପରିକ ନୃତ୍ୟ, ସଂଗୀତରୁ ଆନ୍ଦୋଳନସ୍ଥଳରେ ଉତ୍ସାହ

ମୁମ୍ବାଇର ଆଜାଦ୍‌ ମୈଦାନରେ ଜାନୁଆରୀ ମାସର ଶେଷ ଆଡ଼କୁ ଏକ ଚାଷୀ ଆନ୍ଦୋଳନ ସ୍ଥଳରେ ମହାରାଷ୍ଟ୍ରର ଦହାନୁ ତାଲୁକାର ଆଦିବାସୀ ସମ୍ପ୍ରଦାୟର ଧୁମ୍‌ସୀ ଓ ଟାର୍‌ପା ବାଦକମାନେ ନୂଆ କୃଷି ଆଇନ୍‌କୁ ସଂଗୀତ ଓ ନୃତ୍ୟ ମାଧ୍ୟମରେ ବିରୋଧ କଲେ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Oorna Raut

ଓର୍‌ନା ରାୱତ୍‌ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ଜଣେ ରିସର୍ଚ୍ଚ ଏଡିଟର ଅଛନ୍ତି ।

Author

Riya Behl

ରିୟା ବେହ୍‌ଲ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (PARI)ର ବରିଷ୍ଠ ସହକାରୀ ସଂପାଦକ । ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ହିସାବରେ ସେ ଲିଙ୍ଗଗତ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଲେଖାଲେଖି କରନ୍ତି । PARI ପାଇଁ ରିପୋର୍ଟଂ କରୁଥିବା ଛାତ୍ରଛାତ୍ରୀ ଏବଂ PARIର ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷକମାନଙ୍କ ସହିତ ମଧ୍ୟ ରିୟା କାର୍ଯ୍ୟ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।