ଟିକ୍ରିରେ-୫୦-କିମି-ପର୍ଯ୍ୟନ୍ତ-ଟ୍ରାକ୍ଟରଗୁଡ଼ିକର-ଧାଡ଼ି-ଲାଗିଛି

West Delhi, National Capital Territory of Delhi

Mar 12, 2021

‘ଟିକ୍ରିରେ ୫୦ କିମି ପର୍ଯ୍ୟନ୍ତ ଟ୍ରାକ୍ଟରଗୁଡ଼ିକର ଧାଡ଼ି ଲାଗିଛି’

୨୬ ଜାନୁଆରୀର ଟ୍ରାକ୍ଟର ରାଲି ପାଇଁ ଟିକ୍ରି ସୀମାରେ ହଜାର ହଜାର ଟ୍ରାକ୍ଟରଗୁଡ଼ିକର ଧାଡ଼ି ଲାଗି ସାରିଛି। ମହିଳା କୃଷକମାନେ ଏହାର ନେତୃତ୍ୱ ନେବେ, ଏବଂ ସମସ୍ତ ଯୋଜନା ଉପରେ ସତର୍କତାର ସହିତ କାମ କରାଯାଉଛି

Want to republish this article? Please write to [email protected] with a cc to [email protected]

Author

Shivangi Saxena

ଶିବାଙ୍ଗୀ ସାକ୍ସେନା ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ମହାରାଜା ଅଗ୍ରସେନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜରେ ସାମ୍ବାଦିକତା ଓ ଗଣଯୋଗାଯୋଗର ତୃତୀୟ ବର୍ଷର ଛାତ୍ରୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।