ଜୟଶିନ୍ତା ବାନ୍ଦା କିଲ୍ଲାବନ୍ଦର ଗ୍ରାମରେ ଥିବା ତାଙ୍କ ଘରର ବାରଣ୍ଡାରେ ବସି ମାଛ ଧରା ଜାଲ ବୁଣୁଛନ୍ତି । ଏହି ଗ୍ରାମ ମୁମ୍ବାଇ ସହରର ଉତ୍ତର ଭାଗରେ ୧୬ ଶତାବ୍ଦୀରେ ନିର୍ମିତ ବସାଇ ଦୁର୍ଗ ସୀମାରେ ଅବସ୍ଥିତ । ସେ ଏକ ମତ୍ସ୍ୟଜୀବୀ ପରିବାରରୁ ଆସିଛନ୍ତି ଓ ନିଜ ଜାଲ ନିଜେ ବୁଣନ୍ତି । “ଗୋଟିଏ ସମ୍ପୂର୍ଣ୍ଣ କରିବାକୁ ଏକ ମାସ ସମୟ ଲାଗିଥାଏ ବୋଲି”, ସେ କୁହନ୍ତି । ଜୟଶିନ୍ତାଙ୍କ ସ୍ୱାମୀ ଓ ଦୁଇ ପୁଅ ମାଛ ଧରା ଡଙ୍ଗାରେ ଯିବା ପରେ ଓ ତାଙ୍କର ଦୁଇ ଝିଅ ସେମାନଙ୍କ ଚାକିରି ପାଇଁ ମୁମ୍ବାଇ ଯିବା ପରେ, ସେ ଘରର ସମସ୍ତ କାମ ଶେଷକରି ଜାଲ ବୁଣିବା ପାଇଁ ବସିଥାନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Samyukta Shastri

সময়ুক্তা শাস্ত্রী পারির পরিচালনার দ্বায়িত্বে থাকা কাউন্টার মিডিয়া ট্রাস্টের অছি সদস্য হওয়ার পাশাপাশি একজন স্বতন্ত্র সাংবাদিক, ডিজাইনার ও কর্মদ্যোগী। ২০১৯ সালের জুন মাস অবধি তিনি পারির কন্টেন্ট কোওর্ডিনেটর ছিলেন।

Other stories by সমযুক্তা শাস্ত্রী
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE