ଗୋଟିଏ-ସାତ-ବାରା-ବିନା-ଆମେ-କିଛି-କରିପାରିବୁ-ନାହିଁ

South Mumbai, Maharashtra

Mar 30, 2021

‘ଗୋଟିଏ ସାତ ବାରା ବିନା, ଆମେ କିଛି କରିପାରିବୁ ନାହିଁ’

ଅରୁଣାବାଇ ଏବଂ ଶଶିକଳା – ଉଭୟ ଆଦିବାସୀ ସମୂହର ବିଧବା, ଏବଂ ଔରଙ୍ଗାବାଦ ଜିଲ୍ଲାର କୃଷକ ଏବଂ କୃଷି ଶ୍ରମିକ – ସେମାନେ ନୂତନ କୃଷି ଆଇନଗୁଡ଼ିକର ବିରୋଧରେ ପ୍ରତିବାଦ କରିବା ପାଇଁ ଏବଂ ସେମାନଙ୍କର ଜମି ସ୍ୱତ୍ତ୍ୱାଧିକାର ଦାବି କରିବା ପାଇଁ ମୁମ୍ବାଇ ଆସିଛନ୍ତି

Author

Riya Behl

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Riya Behl

ରିୟା ବେହ୍‌ଲ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (PARI)ର ବରିଷ୍ଠ ସହକାରୀ ସଂପାଦକ । ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ହିସାବରେ ସେ ଲିଙ୍ଗଗତ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଲେଖାଲେଖି କରନ୍ତି । PARI ପାଇଁ ରିପୋର୍ଟଂ କରୁଥିବା ଛାତ୍ରଛାତ୍ରୀ ଏବଂ PARIର ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷକମାନଙ୍କ ସହିତ ମଧ୍ୟ ରିୟା କାର୍ଯ୍ୟ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।