ଖାଦ୍ୟାଭାବ-ସ୍ୱଳ୍ପ-ଆୟ-ଓ-ଦୁର୍ଦ୍ଦିନରେ-ଯାଯାବର-ସଂପ୍ରଦାୟ

Beed, Maharashtra

Aug 17, 2021

ଖାଦ୍ୟାଭାବ, ସ୍ୱଳ୍ପ ଆୟ ଓ ଦୁର୍ଦ୍ଦିନରେ ଯାଯାବର ସଂପ୍ରଦାୟ

ଲକଡାଉନ୍‍ ସମୟରେ ମହାରାଷ୍ଟ୍ରର ମସାନଯୋଗୀ ଏବଂ ପାର୍ଧି ଯାଯାବର ସମ୍ପ୍ରଦାୟ ଲୋକମାନଙ୍କ ଆୟରେ ଦ୍ରୁତ ଅବନତି ସେମାନଙ୍କୁ ଅଳ୍ପାହାରରେ ବଞ୍ଚିବାକୁ ବାଧ୍ୟ କରିଛି - ଏବଂ ରାସନ କାର୍ଡ ବିନା, ସେମାନେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଶସ୍ୟ ମଧ୍ୟ ପାଇପାରିବେ ନାହିଁ

Author

Jyoti

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।