ମୁଁ-ବାସ୍ତବରେ-ଦିଲ୍ଲୀ-ଯିବାକୁ-ଚାହୁଁଛି

Nashik, Maharashtra

Mar 11, 2021

‘ମୁଁ ବାସ୍ତବରେ ଦିଲ୍ଲୀ ଯିବାକୁ ଚାହୁଁଛି’

ମଥୁରା ବର୍ଡେ ଏବଂ ନାରାୟଣ ଗାଇକୱାଡଙ୍କ ଭଳି ଚାଷୀ ମହାରାଷ୍ଟ୍ରରେ ସେମାନଙ୍କର କ୍ଷେତ ଛାଡ଼ିବା ସହ ନିଜ ମଜୁରି ଟଙ୍କା ଖର୍ଚ୍ଚ କରି ପାଞ୍ଚ ଦିନ ଯାତ୍ରା କରିବା ପରେ ଶାହାଜାହନପୁରରେ ପହଞ୍ଚି ସେମାନଙ୍କର ଉତ୍ତରାଞ୍ଚଳ ପ୍ରତିପକ୍ଷଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।