ହାତ-ଧୋଇ-ଆଶା-ଛାଡ଼ି-ଦେଇଥିବା-ସିଟିଜେନ-ନଗରର-ଲୋକେ

Ahmedabad, Gujarat

May 29, 2020

ହାତ ଧୋଇ ଆଶା ଛାଡ଼ି ଦେଇଥିବା ସିଟିଜେନ ନଗରର ଲୋକେ

ଦୁର୍ଦ୍ଦଶାଗ୍ରସ୍ତ ଅହମ୍ମଦାବାଦର ସିଟିଜେନ୍‌ ନଗର କଲୋନି ବାସିନ୍ଦାଙ୍କ ପାଇଁ କୋଭିଡ୍‌- ୧୯ ଲକ୍‌ଡାଉନ ବେଡ଼ି ଉପରେ କୋରଡ଼ା ମାଡ଼ ସାବ୍ୟସ୍ତ ହୋଇଛି, କ୍ଷୁଧାର ତାଡ଼ନାବୃଦ୍ଧି ସହିତ ସ୍ଵାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ମଧ୍ୟ ଉଗ୍ର ରୂପ ନେଇଛି

Want to republish this article? Please write to [email protected] with a cc to [email protected]

Author

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।