ସୁନ୍ଦରବନରେ-ବାଘ-ଛାୟାରେ-ଏକ-ବିବାହ

South 24 Parganas, West Bengal

Apr 15, 2021

ସୁନ୍ଦରବନରେ, ବାଘ-ଛାୟାରେ ଏକ ବିବାହ

ସୁନ୍ଦରବନର ପ୍ରିୟଙ୍କା ମଣ୍ଡଳ ନିକଟରେ ତାଙ୍କ ପିତା ଅର୍ଜୁନ ମଣ୍ଡଳଙ୍କ ସ୍ମୃତି ମଧ୍ୟରେ ରଜତ ଜୁବିଲି ଗ୍ରାମରେ ବିବାହ କରିଛନ୍ତି । ୨୦୧୯ରେ ତାଙ୍କ ପିତାଙ୍କର ଏକ ବାଘ ଆକ୍ରମଣରେ ମୃତ୍ୟୁ ତାଙ୍କ ପରିବାରକୁ ଦୁଃଖ ଏବଂ ଅର୍ଥ ସହ ସଂଘର୍ଷ କରିବାକୁ ଛାଡ଼ି ଦେଇଛି

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।