ଶାମସୁଦ୍ଦିନ୍‌-ଏବେ-ବି-କାର୍ଯ୍ୟରତ-ଏକ-ରେଞ୍ଚି

Belgaum, Karnataka

Sep 04, 2019

ଶାମସୁଦ୍ଦିନ୍‌: ଏବେ ବି କାର୍ଯ୍ୟରତ ଏକ ରେଞ୍ଚି

ଶାମସୁଦ୍ଦିନ୍‌ ମୁଲ୍ଲା ୭୦ ବର୍ଷରୁ ଅଧିକ କାଳର ଅଭିଜ୍ଞତା ଥିବା ଜଣେ ପୁରୁଖା ମେକାନିକ୍‌ ରୂପେ ବେଲଗାମ ଓ କୋହ୍ଲାପୁର ଜିଲ୍ଲାରେ ବେଶ୍‌ ପରିଚିତ । ସେ କହନ୍ତି, ତାଙ୍କ ପରେ ଏହି କଠିନ କାମରେ ତାଙ୍କ ଭଳି ରୁଚି ଥିବା ଲୋକ ଆଉ ଅଧିକ ନଥିବେ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।