ଲଲ୍ଲନ୍-ପାଶୱାନ୍-କୋଲକାତାରେ-ରିକ୍‌ସା-ଟଣା-ଜାରି-ରଖିବା-ପାଇଁ-ଉଦ୍ୟମରତ

Kolkata, West Bengal

Feb 24, 2021

ଲଲ୍ଲନ୍ ପାଶୱାନ୍: କୋଲକାତାରେ ରିକ୍‌ସା ଟଣା ଜାରି ରଖିବା ପାଇଁ ଉଦ୍ୟମରତ

ହାତ-ଟଣା ରିକ୍‌ସା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାରଙ୍କ ଚେଷ୍ଟା, ଲକ୍‌ଡାଉନ୍ କ୍ଷତି, ଏବଂ କମ୍ ରୋଜଗାର ସତ୍ତ୍ୱେ ଲଲ୍ଲନ୍ ପାଶୱାନ୍ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରେ ଥିବା ନିଜ ପରିବାରର ସହାୟତା ପାଇଁ ଏହି କଠିନ କାମ ଜାରି ରଖିଛନ୍ତି

Want to republish this article? Please write to [email protected] with a cc to [email protected]

Author

Puja Bhattacharjee

ପୂଜା ଭଟ୍ଟାଚାର୍ଯ୍ୟ କୋଲକାତାର ଜଣେ ମୁକ୍ତବୃତ୍ତିର ସାମ୍ବାଦିକା। ସେ ରାଜନୀତି, ଜନ ନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ, କଳା ଏବଂ ସଂସ୍କୃତି ପ୍ରସଙ୍ଗରେ ଖବର ସଂଗ୍ରହ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।