ରକ୍ତ‌-‌ରଞ୍ଜିତ‌-‌ତାଲା-ବନ୍ଦ‌

Aurangabad, Maharashtra

Jun 17, 2020

ରକ୍ତ‌ ‌ରଞ୍ଜିତ‌ ‌ତାଲା-ବନ୍ଦ‌

ମହାରାଷ୍ଟ୍ରର‌ ‌ଔରଙ୍ଗାବାଦ‌ ‌ଜିଲ୍ଲା‌ ‌ନିକଟରେ‌ ‌ମେ‌ ‌୮ରେ‌ ‌୧୬‌ ‌ଜଣ‌ ‌ଶ୍ରମିକଙ୍କ‌ ‌ଉପରେ‌ ‌ଚଢିଗଲା‌ ‌ଏକ‌ ‌ମାଲବାହୀ‌ ‌ଟ୍ରେନ‌ ‌‌।‌‌ ‌ଏମାନଙ୍କ‌ ‌ମଧ୍ୟରୁ-‌ ‌୮ଜଣ‌ ‌ହେଉଛନ୍ତି‌ ‌ଗୋଣ୍ଡ‌ ‌ଆଦିବାସୀ‌ ‌ସମ୍ପ୍ରଦାୟର‌ ‌‌।‌‌ ‌ସମସ୍ତଙ୍କ‌ ‌ବୟସ‌ ‌୨୦ରୁ‌ ‌୩୦‌ ‌ବର୍ଷ‌ ‌ମଧ୍ୟରେ‌ ‌ହୋଇଥିବା‌ ‌ବେଳେ‌ ‌ଏମାନେ‌ ‌ମଧ୍ୟପ୍ରଦେଶର‌ ‌ଉମରିଆ‌ ‌ଓ‌ ‌ଶାହଦୋଲ୍‌‌ ‌ଜିଲ୍ଲା‌ ‌ବାସିନ୍ଦା‌ ‌ଅଟନ୍ତି

Want to republish this article? Please write to [email protected] with a cc to [email protected]

Author

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।