ମୁମ୍ବାଇ-ଫୁଟପାଥରେ-କର୍କଟ-ଆକ୍ରାନ୍ତ-ଲକଡାଉନ

Apr 20, 2020

ମୁମ୍ବାଇ ଫୁଟପାଥରେ କର୍କଟ ଆକ୍ରାନ୍ତ ଲକଡାଉନ

ପାଖରେ ଥିବା ଟଙ୍କା ସରିଆସୁଥିବା ବେଳେ ଖୁବ ଅଳ୍ପ ଖାଦ୍ୟ ଓ ପାନୀୟ ଅଛି, ଏଭଳି ସ୍ଥିତିରେ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ପାଖ ଫୁଟପାଥରେ କର୍କଟ ଆକ୍ରାନ୍ତମାନେ ଲକଡାଉନରେ ଫସିଯାଇଛନ୍ତି, ଘରକୁ ଯିବା ଲାଗି କୌଣସି ମାର୍ଗ ନାହିଁ

Author

Aayna

Translator

OdishaLIVE

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

Aayna

ଆୟନା ହେଉଛନ୍ତି ‘ପରୀ’ ସହ କାମ କରୁଥିବା ଜଣେ ଦୃଶ୍ୟାତ୍ମକ କାହାଣୀକାର ଓ ଫଟୋଗ୍ରାଫର।