ମୁଁ-ଗାଁରେ-ଭିଡିଓ-ଏଡିଟିଂ-କରିପାରିବି-ନାହିଁ

Mumbai, Maharashtra

May 25, 2021

‘ମୁଁ ଗାଁରେ ଭିଡିଓ ଏଡିଟିଂ କରିପାରିବି ନାହିଁ’

ହାଇଉଲ୍‌ ରେହମାନ୍‌ ଅନ୍‌ସାରୀ ଜଣେ ଭିଡିଓ ଅଡିଟର ଭାବେ କାମ କରିବାକୁ ୧୦ ବର୍ଷ ପୂର୍ବରୁ ଝାଡ଼ଖଣ୍ଡରୁ ମୁମ୍ବାଇକୁ ଆସିଥିଲେ । କିନ୍ତୁ ଗତ ବର୍ଷ କୋଭିଡ୍‌ ୧୯ ଲକ୍‌ଡାଉନ୍‌ ଫଳରେ ନିଜର ଚାକିରି ହରାଇବା ଯୋଗୁଁ ତାଙ୍କୁ ଜିନିଷ ପତ୍ର ବାନ୍ଧି ଦୁଇ ଥର ଘରକୁ ଯିବାକୁ ହୋଇଥିଲା ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Subuhi Jiwani

ସୁବୁହି ଜିୱାନି ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆରେ ଜଣେ କପି ଏଡିଟର ଭାବେ କାମ କରୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।