ଭାଇଜାଗର-କୁମ୍ଭକାର-ମାଟିର-ମୂର୍ତ୍ତି-ଋଣରେ-ବିସର୍ଜନ

Visakhapatnam, Andhra Pradesh

Sep 22, 2020

ଭାଇଜାଗର କୁମ୍ଭକାର: ମାଟିର ମୂର୍ତ୍ତି, ଋଣରେ ବିସର୍ଜନ

ଏ ସପ୍ତାହର ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପାର୍ବଣ ଋତୁରେ, ଆନ୍ଧ୍ର ପ୍ରଦେଶର ଏହି ସହରର କାରିଗରମାନେ ସବୁଠୁ ଅଧିକ ଉପାର୍ଜନ କରନ୍ତି । ହେଲେ, ଏ ବର୍ଷ ସେମାନେ, ଗଣେଶ ମୂର୍ତ୍ତି ପାଇଁ ବା ଅନ୍ୟ କୌଣସି ସାମଗ୍ରୀ ପାଇଁ,ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଥାକ ବରାଦ ପାଇନାହାନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amrutha Kosuru

ଅମୃତା କୋସୁରୁ ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୨ର ପରୀ ଫେଲୋ। ସେ ଏସିଆନ୍‌ କଲେଜ୍‌ ଅଫ୍‌ ଜର୍ଣ୍ଣାଲିଜମ୍‌ର ଜଣେ ସ୍ନାତକ ଏବଂ ୨୦୨୪ର ଫୁଲ୍ ବ୍ରାଇଟ୍‌-ନେହରୁ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।