ବ୍ୟାଙ୍କରୁ-କାନ୍ଦି-କାନ୍ଦି-ବାହୁଡିଲେ

Parbhani, Maharashtra

Aug 19, 2019

ବ୍ୟାଙ୍କରୁ କାନ୍ଦି କାନ୍ଦି ବାହୁଡିଲେ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାର୍ଷିକ ଫସଲ ବୀମା ପ୍ରିମିୟମ୍‌ ଏହି ବର୍ଷ ଅନ୍‌ଲାଇନ୍‌ରେ ପଇଠ କରାଯିବାକୁ ଥିବାବେଳେ ଏଥିରେ ଅନେକ ବିଭ୍ରାଟ ପରିଲକ୍ଷିତ ହୋଇଛି । ଅନ୍‌ଲାଇନ୍‌ କାର୍ଯ୍ୟ ଭାର ସମ୍ଭାଳିବା ପାଇଁ ମରାଠ୍‌ୱାଡାର ବ୍ୟାଙ୍କଗୁଡିକରେ ଆବଶ୍ୟକ ବ୍ୟବସ୍ଥା ନାହିଁ – ଅଗଷ୍ଟ ୫ ପର୍ଯ୍ୟନ୍ତ ବିଶୃଙ୍ଖଳ ଭାବେ ସଂପ୍ରସାରଣ କରାଯିବା ଯୋଗୁଁ ସମସ୍ୟା ବହୁଗୁଣିତ ହୋଇଛି – ଫଳରେ କୃଷକମାନଙ୍କୁ ଲମ୍ବା ଧାଡିରେ ରହିବାକୁ ହେଉଛି ଓ ସେମାନଙ୍କ ଉଦ୍‌ବେଗ ବୃଦ୍ଧି ପାଇଛି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।