ପାଗଳ-ଷଣ୍ଢ-ପ୍ରାୟ-ଲୋକଙ୍କ-ଆଡ଼କୁ-ମାଡ଼ିଆସିଲା-ଜଳପ୍ରଳୟ

South 24 Paraganas, West Bengal

Jul 23, 2020

ପାଗଳ ଷଣ୍ଢ ପ୍ରାୟ ଲୋକଙ୍କ ଆଡ଼କୁ ମାଡ଼ିଆସିଲା ଜଳପ୍ରଳୟ

ପଶ୍ଚିମବଙ୍ଗର ସୁନ୍ଦରବନରେ, ବୋଝ ଉପରେ ନଳିତା ବିଡ଼ା ଭଳି କୋଭିଡ-19 ଲକଡାଉନ ସମୟରେ ଅମ୍ଫନ ବାତ୍ୟା ଆସିଥିଲା। ପରୀ ସେହି ଅଞ୍ଚଳକୁ ଗସ୍ତ କରିଥିଲା ଏବଂ ବ୍ୟାପକ ଭାବେ ନଷ୍ଟ ହୋଇଯାଇଥିବା ଗଛ, ଘର ଓ ଭିତ୍ତିଭୂମିଗୁଡ଼ିକୁ ଦେଖିଥଲା- ଏବଂ ପୂର୍ବରୁ ଜୀବିକା ହରାଇଥିବା ଲୋକମାନଙ୍କର ଅତିରିକ୍ତ ଦୁଃଖଦୁର୍ଦ୍ଦଶାକୁ ଦେଖିଥିଲା।

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।