ନାରୀମାନେ-ଯେଉଁଠି-ଗାଆନ୍ତି-ସ୍ୱାଧୀନତାର-ଗୀତ

Kachchh, Gujarat

Apr 11, 2023

ନାରୀମାନେ ଯେଉଁଠି ଗାଆନ୍ତି ସ୍ୱାଧୀନତାର ଗୀତ

ସମାନ ସମ୍ପତ୍ତି ଅଧିକାର ଦାବିରେ କଚ୍ଛ ଗ୍ରାମାଞ୍ଚଳର ନାରୀମାନେ ଗାଉଥିବା ଏହି ଲୋକଗୀତଟି ସେମାନଙ୍କ ପ୍ରତିବାଦର ନୂତନ ସ୍ଵରକୁ ପ୍ରତିପାଦନ କରେ

Want to republish this article? Please write to [email protected] with a cc to [email protected]

Author

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Illustration

Priyanka Borar

ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନ୍ୟୁ ମିଡିଆ କଳାକାର ଯିଏ ନୂତନ ଅର୍ଥ ଓ ଅଭିବ୍ୟକ୍ତି ଆବିଷ୍କାର କରିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ପ୍ରୟୋଗ ସମ୍ବନ୍ଧିତ ପ୍ରୟୋଗ କରନ୍ତି। ସେ ଶିକ୍ଷାଲାଭ ଓ ଖେଳ ପାଇଁ ବିଭିନ୍ନ ଅନୁଭୂତି ଡିଜାଇନ୍‌ କରିବାକୁ ଭଲ ପାଆନ୍ତି। ସେ ଇଣ୍ଟରଆକ୍ଟିଭ୍‌ ମିଡିଆରେ କାମ କରିବାକୁ ଯେତେ ଭଲ ପାଆନ୍ତି ପାରମ୍ପରିକ କଲମ ଓ କାଗଜରେ ମଧ୍ୟ ସେତିକି ସହଜତା ସହିତ କାମ କରିପାରନ୍ତି।

Translator

Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।