କୋଚିରେ-କେନାଲ-କୂଳ-ବାସିନ୍ଦାମାନେ-ଏବେ-ଗଭୀର-ଜଳରେ

Ernakulam, Kerala

Jun 30, 2021

କୋଚିରେ : କେନାଲ କୂଳ ବାସିନ୍ଦାମାନେ ଏବେ ଗଭୀର ଜଳରେ

ଏକଦା ଏକ ଆନ୍ତଃରାଜ୍ୟ ଜଳମାର୍ଗ ଥିବା କୋଚିର ଥେବରା ପେରାନ୍ଦୁର କେନାଲ, ବର୍ତ୍ତମାନ ବର୍ଜ୍ୟ ଜଳ ଦ୍ୱାରା ଅବରୁଦ୍ଧ । ମୌସୁମୀ ବନ୍ୟା ବାରମ୍ବାର ଆସିଥାଏ ଏବଂ ଏହାର କୂଳରେ ବାସ କରୁଥିବା ଦିନ ମଜୁରିଆ ଏବଂ ଅନ୍ୟମାନେ ସ୍ଥାନାନ୍ତରିତ ହେବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି

Want to republish this article? Please write to [email protected] with a cc to [email protected]

Author

Adarsh B. Pradeep

ଆଦର୍ଶ ବି ପ୍ରଦୀପ ଚେନ୍ନାଇ ସ୍ଥିତ ଏସିଆନ୍‌ କଲେଜ୍‌ ଅଫ୍ ଜର୍ଣ୍ଣାଲିଜିମ୍‌ରେ ମୁଦ୍ରଣ ସାମ୍ବାଦିକତା ଅଧ୍ୟୟନ କରୁଛନ୍ତି

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।