କେବଳ-ଭାଙ୍ଗି-ଦେବାକୁ-ଆମ-ଭିତରେ-ଆଶା-ସଂଚାର-କରିଥିଲା-ରାଜ୍ୟ

Aurangabad, Maharashtra

Aug 19, 2019

‘କେବଳ ଭାଙ୍ଗି ଦେବାକୁ ଆମ ଭିତରେ ଆଶା ସଂଚାର କରିଥିଲା ରାଜ୍ୟ’

ମହାରାଷ୍ଟ୍ରରେ କୃଷି ଋଣ ଛାଡ଼ ‘ଇତିହାସରେ ସବୁଠାରୁ ବଡ଼’, ଲାଗିଥିବା ବହୁ ସର୍ତ୍ତ ସହ ୧.୫ ଲକ୍ଷ ଟଙ୍କାରେ ସୀମିତ, ସେପ୍ଟେମ୍ବର ୨୨ ଆବେଦନର ଶେଷ ତାରିଖ, ୩୦ ଲକ୍ଷରୁ ଅଧିକ ଚାଷୀ ବାଦପଡ଼ି ହତାଶ; ଏବେ ବହୁ ସଂଖ୍ୟାରେ ଚାଷୀ ଅଧିକ ଋଣରେ ଡୁବି ଯାଉଛନ୍ତି। ଆଉ କିଛି ଚାଷୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।