କଟକ୍ୟେଟି-ଘୂର୍ଣ୍ଣାୟମାନ-ସ୍ୱପ୍ନ-ବଙ୍ଗରୁ-ବେଙ୍ଗାଲୁରୁ

Murshidabad, West Bengal

Sep 03, 2022

କଟକ୍ୟେଟି: ଘୂର୍ଣ୍ଣାୟମାନ ସ୍ୱପ୍ନ, ବଙ୍ଗରୁ ବେଙ୍ଗାଲୁରୁ

ଏ ଚଳଚ୍ଚିତ୍ରରେ ରହିଛି କଟକ୍ୟେଟି ନାମକ ହାତ ତିଆରି ଖେଳନାର କାହାଣୀ, ଯାହାକି ମୁର୍ଶିଦାବାଦ ଜିଲ୍ଲାର ଏକ ଗାଁରେ ତିଆରି ହୋଇ ଏଠାରୁ ୨,୦୦୦ କିଲୋମିଟର ଦୂରରେ ଥିବା ସହରର ରାସ୍ତାକଡ଼ରେ ବିକ୍ରି ହେଉଛି

Want to republish this article? Please write to [email protected] with a cc to [email protected]

Author

Yashaswini Raghunandan

ଯଶସ୍ୱିନୀ ରଘୁନନ୍ଦନ ୨୦୧୭ର ଜଣେ ପରୀ ସଦସ୍ୟା ଏବଂ ବେଙ୍ଗାଲୁରୁରେ ଅବସ୍ଥାପିତ ଜଣେ ଚଳଚ୍ଚିତ୍ର ନିର୍ମାତ୍ରୀ

Author

Aarthi Parthasarathy

ଆରତୀ ପାର୍ଥସାରଥୀ ବେଙ୍ଗାଲୁରୁରେ ଅବସ୍ଥାପିତ ଜଣେ ଚଳଚ୍ଚିତ୍ର ନିର୍ମାତ୍ରୀ ଏବଂ ଲେଖିକା । ସେ ଏକାଧିକ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ସମେତ କମିକ୍ସ ଓ କ୍ଷୁଦ୍ର ଗ୍ରାଫିକ କାହାଣୀ ପ୍ରସ୍ତୁତ କରିବା କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।