କଚ୍ଛରେ-ଏକ-ହ୍ରଦ-ଓ-ଏକ-ପ୍ରେମ-କାହାଣୀ

Kachchh, Gujarat

Feb 25, 2023

କଚ୍ଛରେ : ଏକ ହ୍ରଦ ଓ ଏକ ପ୍ରେମ କାହାଣୀ

ଭୁଜର ପୃଷ୍ଠଭୂମି ଉପରେ ଆଧାରିତ କଚ୍ଛର ଏହି ଲୋକଗୀତରେ ପ୍ରେମ ଓ ବିରହର ସ୍ୱର ଶୁଭିଥାଏ। ପରୀରେ ଉପଲବ୍ଧ କଚ୍ଛ ଲୋକଗୀତ ଶୃଙ୍ଖଳାର ଏହା ଦ୍ୱିତୀୟ ଅଧ୍ୟାୟ

Want to republish this article? Please write to [email protected] with a cc to [email protected]

Author

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Illustration

Rahul Ramanathan

ରାହୁଲ ରାମନାଥନ କର୍ଣ୍ଣାଟକ ବାଙ୍ଗାଲୋରର ଜଣେ ୧୭ ବର୍ଷ ବୟସ୍କ ଛାତ୍ର। ସେ ଚିତ୍ର ଆଙ୍କିବା, ରଙ୍ଗ କରିବା ଓ ଚେସ ଖେଳିବାକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।