ଈଶ୍ଵରଙ୍କୁ-ପୁଣି-ଗଛରେ-ଚଢ଼ିବାକୁ-ବାଧ୍ୟ-କଲା-ଲକ୍‌ଡାଉନ୍‌

Visakhapatnam, Andhra Pradesh

Aug 03, 2020

ଈଶ୍ଵରଙ୍କୁ ପୁଣି ଗଛରେ ଚଢ଼ିବାକୁ ବାଧ୍ୟ କଲା ଲକ୍‌ଡାଉନ୍‌

ଲକ୍‌ଡାଉନ୍‌ ଯୋଗୁଁ ଏ ବର୍ଷ ମାତ୍ର ୧୦-୧୫ ଦିନର କାରବାରରେ, ଖୁବ କମ୍‌ ସଂଖ୍ୟକ ଗ୍ରାହକ ତାଳସଜ କିଣିଥିବାରୁ ବିଶାଖାପାଟଣାରେ ଏହି ଲୋକପ୍ରିୟ ଖରାଦିନିଆ ଫଳର ବିକାଳିମାନେ ସେମାନଙ୍କ ଆୟର ଏକ ବଡ଼ ଭାଗ ହରାଇଛନ୍ତି

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Amrutha Kosuru

ଅମୃତା କୋସୁରୁ ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୨ର ପରୀ ଫେଲୋ। ସେ ଏସିଆନ୍‌ କଲେଜ୍‌ ଅଫ୍‌ ଜର୍ଣ୍ଣାଲିଜମ୍‌ର ଜଣେ ସ୍ନାତକ ଏବଂ ୨୦୨୪ର ଫୁଲ୍ ବ୍ରାଇଟ୍‌-ନେହରୁ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।