ଆମ-ଗାଁର-କୃଷି-ଆମକୁ-ମାରୁଛି

Nashik, Maharashtra

Mar 20, 2019

ଆମ ଗାଁର କୃଷି ଆମକୁ ମାରୁଛି

ଏଇ ସପ୍ତାହର ଆରମ୍ଭରେ ତାମ୍ଭଲ ଗାଁର ଗୋପୀନାଥ ନାୟକଓ୍ୱାଡ଼ି ନାସିକ୍‌ରୁ ମୁମ୍ବାଇ ପଦଯାତ୍ରା (ବର୍ତ୍ତମାନ ବାତିଲ ହୋଇଯାଇଥିବା)ରେ ଯୋଗଦେବା ପାଇଁ ଆସିଥିଲେ। ୮୮ବର୍ଷ ବୟସରେ ସେ ଜଳ ସମସ୍ୟା, ଋଣ ଏବଂ ବିଫଳ ପେନସନ ଆଦି ସମସ୍ୟା ସହ ଯୁଝୁଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।