shobharam-gehervar-must-i-choose-between-gandhi-and-ambedkar-or

Ajmer, Rajasthan

Aug 15, 2023

‘ମୋତେ କ’ଣ ଗାନ୍ଧୀ ଓ ଆମ୍ବେଦକରଙ୍କ ମଧ୍ୟରୁ ଜଣକୁ ବାଛିବାକୁ ହେବ?’

୧୫ ଅଗଷ୍ଟ, ୨୦୨୩ ଉପଲକ୍ଷେ ପରୀ ଆପଣଙ୍କ ପାଇଁ ଶୋଭାରାମ ଗେହେରୱାରଙ୍କ କାହାଣୀ ନେଇ ଆସିଛି ଯିଏକି ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶରଙ୍କ ଗୁଳିମାଡ଼ରେ ଆହତ ହୋଇଥିଲେ। ରାଜସ୍ଥାନର ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ଵ କରୁଥିବା ଏହି ୯୮ ବର୍ଷ ବୟସ୍କ ବ୍ୟକ୍ତି ଜଣେ ଆତ୍ମଘୋଷିତ ଗାନ୍ଧୀବାଦୀ, ଡକ୍ଟର ଆମ୍ବେଦକରଙ୍କ ଦୃଢ଼ ପ୍ରଶଂସକ ଏବଂ ଗୁପ୍ତ ବିପ୍ଳବୀ ସମୂହର ସଦସ୍ୟ । ୨୦୨୨ରେ ପେଙ୍ଗୁଇନ୍ ଦ୍ଵାରା ପ୍ରକାଶିତ ପି. ସାଇନାଥଙ୍କ “ଦ ଲାଷ୍ଟ ହିରୋଜ୍, ଫୁଟ୍‌ସୋଲଜର୍ସ ଅଫ୍ ଇଣ୍ଡିଆସ୍ ଫ୍ରିଡମ” (ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ନାୟକ, ପଦାତିକ ସୈନିକ) ରୁ କିଛି କିୟଦଂଶ

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।