pattu-weaving-is-fraying-at-the-edges-or

Bandipore, Jammu and Kashmir

Aug 25, 2023

ଅବଲୁପ୍ତପ୍ରାୟ ପଟ୍ଟୁ ବୁଣା କାରିଗରୀ

କାଶ୍ମୀରର ଗୁରେଜ ଉପତ୍ୟକାରେ, ସେମାନଙ୍କ ପାରମ୍ପରିକ କାରିଗରୀ କୌଶଳକୁ ଉଜ୍ଜୀବିତ ରଖିବା ପାଇଁ ସଂଘର୍ଷରତ ଦାର୍ଦ-ଶିନ୍‌ ସଂପ୍ରଦାୟର ଅଳ୍ପ କେତେଜଣ ବୟସ୍କ ବୁଣାକାର

Want to republish this article? Please write to [email protected] with a cc to [email protected]

Author

Ufaq Fatima

ଉଫାକ୍‌ ଫାତିମା କାଶ୍ମୀରର ଜଣେ ବୃତ୍ତଚିତ୍ର ଫଟୋଗ୍ରାଫର ଏବଂ ଲେଖକ

Editor

Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।