casting-dokra-in-birbhum-or

Birbhum, West Bengal

Aug 28, 2023

ବୀରଭୂମର ଡୋକ୍ରା ଶିଳ୍ପୀ

ଲଷ୍ଟ ୱାକ୍ସ କାଷ୍ଟିଂ (ମହମ ଢାଞ୍ଚାରେ ତରଳ ଧାତୁ ଭରି ମୂର୍ତ୍ତି ଗଢ଼ିବା) ପଦ୍ଧତି ବ୍ୟବହାର କରି ପୀଯୁଶ ମଣ୍ଡଳ ଧାତବ ମୂର୍ତ୍ତି ତିଆରି କରିଥାନ୍ତି। କଞ୍ଚାମାଲ ଏବଂ ଏହି ପ୍ରକ୍ରିୟା ପାଇଁ ଜରୁରି ହୋଇଥିବା ପାଣିପାଗକୁ ନେଇ ଏହି କୁଶଳୀ କାରିଗର ଏବେ ଚିନ୍ତିତ ହୋଇପଡ଼ିଛନ୍ତି

Translator

OdishaLIVE

Text Editor

Swadesha Sharma

Want to republish this article? Please write to [email protected] with a cc to [email protected]

Author

Sreyashi Paul

ଶ୍ରେୟଶୀ ପଲ୍‌ ପଶ୍ଚିମବଙ୍ଗର ଶାନ୍ତିନିକେତନରେ ରହୁଥିବା ଜଣେ ନିରପେକ୍ଷ ଗବେଷିକା ଏବଂ ସୃଜନଶୀଳ କପି ଲେଖକ।

Text Editor

Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।