ହୃଦୟରେ-ଗର୍ତ୍ତ-ଓ-ଆଶାରେ-ହାତୁଡି-ପ୍ରହାର

New Delhi, Delhi

Dec 11, 2021

ହୃଦୟରେ ଗର୍ତ୍ତ ଓ ଆଶାରେ ହାତୁଡି ପ୍ରହାର

ଚାଷ ବିରୋଧୀ ତିନିଟି ଅନ୍ୟାୟଯୁକ୍ତ ଆଇନ ବିରୋଧରେ ଦେଶର ଚାଷୀକୁଳ ସେମାନଙ୍କର ଏକାଧିକ ବିବିଧତା ସତ୍ତ୍ୱେ ସମସ୍ତେ ଏକତ୍ରିତ ହୋଇ ଅଭୂତପୂର୍ବ ଓ ଦୃଷ୍ଟାନ୍ତମୂଳକ ଆନ୍ଦୋଳନ କରିବା ଦ୍ଵାରା ରାଷ୍ଟ୍ର ଯେଉଁଭଳି ତାହାକୁ ରଦ୍ଦ କରିବାକୁ ବାଧ୍ୟ ହେଲା, ସେହି ଚାଷୀ ସମୁଦାୟଙ୍କ ପ୍ରତି ଜଣେ କବିଙ୍କର ପ୍ରଗାଢ ଶ୍ରଦ୍ଧାପୂର୍ଣ୍ଣ ଉଚ୍ଚାରଣ

Poems and Text

Joshua Bodhinetra

Translator

OdishaLIVE

Paintings

Labani Jangi

Want to republish this article? Please write to [email protected] with a cc to [email protected]

Poems and Text

Joshua Bodhinetra

ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ (ପରୀ) ରେ ଭାରତୀୟ ଭାଷା କାର୍ଯ୍ୟକ୍ରମ, ପରୀଭାଷାର ବିଷୟବସ୍ତୁ ପରିଚାଳକ ଜୋଶୁଆ ବୋଧିନେତ୍ର। ସେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରୁ ତୁଳନାତ୍ମକ ସାହିତ୍ୟରେ ଏମଫିଲ କରିଛନ୍ତି ଏବଂ ଜଣେ ବହୁଭାଷୀ କବି, ଅନୁବାଦକ, କଳା ସମାଲୋଚକ ଏବଂ ସାମାଜିକ କର୍ମୀ ଅଟନ୍ତି।

Paintings

Labani Jangi

ଲାବଣୀ ଜାଙ୍ଗୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ ଟି.ଏମ. କ୍ରିଷ୍ଣା-ପରୀ ପୁରସ୍କାର ୨୦୨୫ର ପ୍ରଥମ ବିଜେତା ଏବଂ ୨୦୨୦ର ଜଣେ ପରୀ ଫେଲୋ। କୋଲକାତାସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସେସ୍‌ଠାରେ ଜଣେ ପିଏଚଡି ଗବେଷିକା ଭାବେ ଲାବଣୀ ଶ୍ରମିକ ବିସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।