ଯେମିତି-ହେଉ-ସେହି-ଟ୍ରେନରେ-ସବାର-ହେବା-ଲାଗି-ପ୍ରୟାସ

Mumbai Suburban, Maharashtra

May 25, 2021

ଯେମିତି ହେଉ ସେହି ଟ୍ରେନରେ ସବାର ହେବା ଲାଗି ପ୍ରୟାସ

ମହମ୍ମଦ ଶମୀମ ଅନ୍ୟମାନଙ୍କ ଭଳି - ଏହି ମହାମାରୀ ବର୍ଷରେ ପୁଣିଥରେ ନିଜର ଜୀବିକା ହରାଇବା ପରେ ୟୁପିରେ ଥିବା ନିଜ ଗ୍ରାମକୁ ଫେରୁଛନ୍ତି। ଉତ୍ତର ମୁମ୍ବାଇ ବସ୍ତି କଲୋନୀରେ ରହୁଥିବା ଅଧିକାଂଶ ଲୋକ ପୂର୍ବରୁ ସେମାନଙ୍କ ଗ୍ରାମକୁ ଫେରି ଯାଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Kavitha Iyer

କବିତା ଆୟାର ୨୦ ବର୍ଷ ଧରି ସାମ୍ବାଦିକତା କରି ଆସୁଛନ୍ତି। ସେ ‘ଲ୍ୟାଣ୍ଡସ୍କେପ୍ସ ଅଫ ଲସ୍ : ଦ ଷ୍ଟୋରୀ ଅପ୍ ଆନ ଇଣ୍ଡିଆ ଡ୍ରଟ୍’ (ହାର୍ପର କଲ୍ଲିନ୍ସ, ୨୦୨୧) ପୁସ୍ତକର ଲେଖିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ