ମୋ-ସ୍ତ୍ରୀ-କେମିତି-ସଂକ୍ରମିତ-ହେଲେ

Dausa, Rajasthan

Oct 27, 2020

‘ମୋ ସ୍ତ୍ରୀ କେମିତି ସଂକ୍ରମିତ ହେଲେ?’

ଗର୍ଭନିରୋଧ ଅସ୍ତ୍ରୋପଚାର ପରେ ସଂଘଟିତ ସଂକ୍ରମଣ ଯୋଗୁଁ ତିନି ବର୍ଷର ଯନ୍ତ୍ରଣା, ଉପାୟହୀନ ଭାବରେ ଗୋଟିଏରୁ ଆଉ ଗୋଟିଏ ହାସପାତାଳକୁ ଧାଁଦୌଡ଼, ଋଣ ପରିମାଣ ବୃଦ୍ଧି ଏବଂ ପରିଶେଷରେ, ରାଜସ୍ଥାନର ଦୌସା ଜିଲ୍ଲା ନିବାସୀ ୨୭ ବର୍ଷୀୟା ସୁଶୀଳା ଦେବୀଙ୍କର ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର

Want to republish this article? Please write to [email protected] with a cc to [email protected]

Author

Anubha Bhonsle

ଅନୁଭା ଭୋଁସଲେ୨୦୧୫ର ଜଣେ ପରୀ ଫେଲୋ, ସ୍ୱାଧୀନ ସାମ୍ବାଦିକ ଏବଂ ଆଇସିଏଫ୍‌ଜେ ନାଇଟ୍‌ ଫେଲୋ, ଏବଂ ମଣିପୁରର ଅଶାନ୍ତ ଇତିହାସ ଏବଂ ସଶସ୍ତ୍ର ସେନାବାହିନୀର ବିଶେଷ କ୍ଷମତା ଆଇନର ପ୍ରଭାବ ଉପରେ ଲିଖିତ ‘‘ ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ପ୍ରଣେତା।

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Illustration

Labani Jangi

ଲାବଣୀ ଜାଙ୍ଗୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ ଟି.ଏମ. କ୍ରିଷ୍ଣା-ପରୀ ପୁରସ୍କାର ୨୦୨୫ର ପ୍ରଥମ ବିଜେତା ଏବଂ ୨୦୨୦ର ଜଣେ ପରୀ ଫେଲୋ। କୋଲକାତାସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସେସ୍‌ଠାରେ ଜଣେ ପିଏଚଡି ଗବେଷିକା ଭାବେ ଲାବଣୀ ଶ୍ରମିକ ବିସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Editor

Hutokshi Doctor

Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ