ଓଡିଶାର କୋରାପୁଟ ଜିଲ୍ଲାର କନ୍ଧ ଆଦିବାସୀମାନେ ଜଗନ୍ନାଥ ରଥ ଯାତ୍ରାର ଅନ୍ତିମ ପର୍ଯ୍ୟାୟର ଉତ୍ସବରେ ସାମିଲ୍ ହେବା ପାଇଁ ପାହାଡ଼ରୁ ଓହ୍ଲାଇ ନାରାୟାଣପାଟ୍ଣାକୁ ଆସିଛନ୍ତି । ସେହି ଅନ୍ତିମ ଦିନକୁ ବାହୁଡା ଯାତ୍ରା ବୋଲି କୁହାଯାଏ- ଯେଉଁଦିନ ଜଗନ୍ନାଥଙ୍କ ରଥ ତାଙ୍କ ମନ୍ଦିରକୁ ବାହୁଡିଯାଏ । ତିନିଜଣ ବନ୍ଧୁ, ଯାହାର ବୟସ ୧୪ – ୧୬ ମଧ୍ୟରେ ଅଟେ, ଉତ୍ସବ ପାଳନ ହେଉଥିବା ଅଞ୍ଚଳରେ ଏଣେତେଣେ ବୁଲୁଛନ୍ତି ।
ଫଟୋ : ପି.ସାଇନାଥ, ଜୁଲାଇ ୨, ୨୦୦୯, ନିକନ D ୩୦୦୦ ।
ଅନୁବାଦ: ଓଡ଼ିଶାଲାଇଭ୍