ଚିକିତ୍ସାଳୟ-ବିଲ୍‍-ପରିଶୋଧ-ପାଇଁ-ଆମେ-ଆମର-ସର୍ବସ୍ୱ-ହରାଇଲୁ

Beed, Maharashtra

Jun 26, 2021

'ଚିକିତ୍ସାଳୟ ବିଲ୍‍ ପରିଶୋଧ ପାଇଁ ଆମେ ଆମର ସର୍ବସ୍ୱ ହରାଇଲୁ'

ମରାଠାୱାଡାର କୋଭିଡ ରୋଗୀ ଓ ସେମାନଙ୍କର ପରିବାରକୁ ଖରାପ ଜନସାଧାରଣ ଭିତ୍ତିଭୂମି, ବ୍ୟୟସାପେକ୍ଷ ଘରୋଇ ସ୍ୱାସ୍ଥ୍ୟସେବା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନାର ସୀମିତ ସୁଯୋଗ ଦୀର୍ଘକାଳୀନ ଋଣ ମଧ୍ୟକୁ ଠେଲି ଦେଇଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।