Jaisalmer, Rajasthan •
Apr 21, 2023
Author
Priti David
ପ୍ରୀତି ଡେଭିଡ୍ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍ ଏବଂ କଲେଜ ସହିତ କାର୍ଯ୍ୟରତ ।
Photographs
Urja
Photographs
Radheshyam Bishnoi
ରାଜସ୍ଥାନର ଢୋଲିୟାର ରାଧେଶ୍ୟାମ ବିଷ୍ନୋଇ ଥିଲେ ଜଣେ ବନ୍ୟପ୍ରାଣୀ ଫଟୋଗ୍ରାଫର ଏବଂ ପ୍ରକୃତି ବିଜ୍ଞାନୀ । ଏ ଅଞ୍ଚଳରେ ରହୁଥିବା ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ଏବଂ ଅନ୍ୟାନ୍ୟ ପଶୁପକ୍ଷୀମାନଙ୍କର ସଂରକ୍ଷଣ ଏବଂ ସେମାନଙ୍କର ଗତିବିଧି ଉପରେ ନଜର ରଖିବା ସହିତ ପଶୁପକ୍ଷୀଙ୍କ ଶିକାର ରୋକିବା ଦିଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଗଭୀର ଭାବରେ ସଂପୃକ୍ତ ଥିଲେ।
Translator
OdishaLIVE