ଯଦି-ଆମେ-ଆମର-ଜମି-ହରାଇବୁ-ଆମେ-କୁଆଡେ-ଯିବୁ

Dhamtari, Chhattisgarh

May 24, 2019

‘ଯଦି ଆମେ ଆମର ଜମି ହରାଇବୁ ଆମେ କୁଆଡେ ଯିବୁ?’

ଛତିଶଗଡ଼ ଦାବି କରୁଛି ଯେ ଆଦିବାସୀଙ୍କୁ ଜଙ୍ଗଲ ଜମିର ମାଲିକାନା ପ୍ରଦାନ କରିବା କ୍ଷେତ୍ରରେ ଏହା ଅନ୍ୟ ଅନେକ ରାଜ୍ୟଠାରୁ ଆଗରେ ରହିଛି। ତେବେ ଛତିଶଗଡ଼ର ଜୁନୱାନିମାନେ ଏବେବି କାହିଁକି ତାଙ୍କର ଜଙ୍ଗଲ ଅଧିକାର ପାଇଁ ସଂଗ୍ରାମ କରୁଛନ୍ତି?

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Shirish Khare

ଶିରିଶ ଖେର୍‌ ଛତିଶଗଡ଼ର ରାୟପୁରରେ ଅବସ୍ଥାପିତ ଏବଂ ରାଜସ୍ଥାନ ପତ୍ରିକାର ଜଣେ ସ୍ୱତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।