ଘରର ଶତ୍ରୁ
ବାହାଘର ପରେ କିମ୍ବା ଏହି କାରଣରୁ ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା କଚ୍ଛର ଏକ ଛୋଟ ଝିଅ ବିଷୟରେ ଦୁଃଖଭରା ଗୀତ
ଜୁନ ୨୧, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା
କଚ୍ଛ: ଭକ୍ତି ଓ ଭ୍ରାତୃତ୍ଵର ମିନାର
ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଗୋଟିଏ ଅଞ୍ଚଳର ଲୋକଗୀତ ମାଧ୍ୟମରେ ସଙ୍ଗୀତ, ସ୍ଥାପତ୍ୟ ଓ ସଂସ୍କୃତିର ଏକ ସୁସଂହତ ପରମ୍ପରା ସଂରକ୍ଷଣ କରାଯାଇଛି। ଏହି ଭକ୍ତି ଗୀତଟି ମରୁଭୂମିର ସ୍ଵତନ୍ତ୍ରତାକୁ ଅନୁରଣିତ କରେ
ମେ ୨୫, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା
ଏଇ ଅଗଣା, ଆମ ଘର, ଆଉ ମୋ ଗାଁ
ବାହାଘର ପରେ ଘର ଛାଡ଼ି ଯାଉଥିବା ଝିଅଟିଏର ଅନ୍ତର୍ବେଦନାକୁ ଶୁଣନ୍ତୁ ଏହି ‘କଚ୍ଛି’ ଗୀତରେ
ମେ ୧୪, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା
ନାରୀମାନେ ଯେଉଁଠି ଗାଆନ୍ତି ସ୍ୱାଧୀନତାର ଗୀତ
ସମାନ ସମ୍ପତ୍ତି ଅଧିକାର ଦାବିରେ କଚ୍ଛ ଗ୍ରାମାଞ୍ଚଳର ନାରୀମାନେ ଗାଉଥିବା ଏହି ଲୋକଗୀତଟି ସେମାନଙ୍କ ପ୍ରତିବାଦର ନୂତନ ସ୍ଵରକୁ ପ୍ରତିପାଦନ କରେ
ଏପ୍ରିଲ ୮, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା
କଚ୍ଛରେ : ଏକ ହ୍ରଦ ଓ ଏକ ପ୍ରେମ କାହାଣୀ
ଭୁଜର ପୃଷ୍ଠଭୂମି ଉପରେ ଆଧାରିତ କଚ୍ଛର ଏହି ଲୋକଗୀତରେ ପ୍ରେମ ଓ ବିରହର ସ୍ୱର ଶୁଭିଥାଏ। ପରୀରେ ଉପଲବ୍ଧ କଚ୍ଛ ଲୋକଗୀତ ଶୃଙ୍ଖଳାର ଏହା ଦ୍ୱିତୀୟ ଅଧ୍ୟାୟ
ଫେବୃଆରୀ ୨୫, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା
କଚ୍ଛର ମିଠା ପାଣି: ରଣର ଗୀତ
ଗୁଜୁରାଟର ଏହି ଉତ୍ତର-ପଶ୍ଚିମ ଅଞ୍ଚଳର ଏହି ଗୀତ କଚ୍ଛର ମଣିଷ ଏବଂ ସଂସ୍କୃତି ଉତ୍ସବ ମନେଇଥାଏ
ଫେବୃଆରୀ ୬, ୨୦୨୩ | ପ୍ରତିଷ୍ଠା ପାଣ୍ଡ୍ୟା